Odisha Link
Bridging the Missing Links in Odisha
Browsing Tag

ମନ୍ଦିର

ହରିଶଙ୍କର-ନୃସିଂହନାଥ ମନ୍ଦିରର…

ବଲାଙ୍ଗୀର: ହରିଶଙ୍କର ଓ ନୃସିଂହନାଥର ମନ୍ଦିରର ହେବ ଉନ୍ନତିକରଣ । ଏଥିପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପ୍ରକଳ୍ପ ଆରମ୍ଭ କରିଛନ୍ତି। ଗନ୍ଧମାର୍ଦ୍ଦନ ପର୍ବତରେ ଥିବା ୨ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ଏହି ପ୍ରକଳ୍ପର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫାଇଭ-ଟି ସଚିବଙ୍କ ଉପସ୍ଥିତିରେ…

କଟକଣା ଭିତରେ ଖୋଲିଲା ବାବା…

ଆରଡି: କଟକଣା ଭିତରେ ଦୀର୍ଘ ୪ ମାସ ପରେ ଭକ୍ତଙ୍କ ପାଇଁ ଖୋଲିଲା ବାବା ଆଖଣ୍ଡଳମଣିଙ୍କ ମନ୍ଦିର। ଭକ୍ତଙ୍କ ଦର୍ଶନ ନେଇ ଏସଓପି ଜାରି କରିଛି ଜିଲ୍ଲା ପ୍ରଶାସନ। ସ୍ୱତନ୍ତ୍ର ବ୍ୟାରିକେଡରେ ମନ୍ଦିର ମଧ୍ୟକୁ ପ୍ରବେଶ କରି ବାବାଙ୍କୁ ଦର୍ଶନ କରିପାରିବେ ଭକ୍ତ। ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଅଧିକ ବୟସର…

ମନ୍ଦିର ଛାଡ଼ି ଯିବାକୁ ମନାକଲେ ପୂଜକ,…

କାବୁଲ: ତାଲିବାନ କବଜା କରିବା ପରେ ଅଫଗାନିସ୍ତାନର ସ୍ଥିତି ଅଧିକ ଭୟାବହ। ୨୦ ବର୍ଷ ପରେ ତାଲିବାନ ଶାସନ ଫେରିବା ଭୟରେ ଦେଶ ଛାଡି ଅନ୍ୟ ଦେଶକୁ ଚାଲିଯାଉଛନ୍ତି ଆଫଗାନବାସୀ। ମହିଳା ଏବଂ ଶିଶୁ ଆତଙ୍କିତ ଅବସ୍ଥାରେ ଥିବା ବେଳେ ଜଣେ ମନ୍ଦିର ପୂଜକ କାବୁଲ ଛାଡ଼ି ଯିବାକୁ ମନାକରିଛନ୍ତି। ମନ୍ଦିର ପୂଜକ…

ଖୋଲିଲା ବାବା ଧବଳେଶ୍ୱରଙ୍କ ମନ୍ଦିର

କଟକ: ଖୋଲିଲା କଟକ ଜିଲ୍ଲାର ପ୍ରସିଦ୍ଧ ବାବା ଧବଳେଶ୍ୱରଙ୍କ ପୀଠ। ଉପଜିଲ୍ଲାପାଳଙ୍କ ବୈଠକ ପରେ ସାଧାରଣ ଦର୍ଶନକୁ ଅନୁମତି ମିଳିଛି। ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ହେଲେ ମନ୍ଦିର ମଧ୍ୟକୁ ଭୋଗ ନେଇ ଯାଇପାରିବେନି। ଏହାସହ ମନ୍ଦିର ଭିତରେ ମାସ୍କ ବାଧ୍ୟତା ମୂଳକ କରାଯାଇଛି। ଗର୍ଭବତୀ ମହିଳା ୧୦ ବର୍ଷରୁ…

ଆଜିଠୁ ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର: ରାଜ୍ୟରେ କରୋନା ସଂକ୍ରମଣ କମୁଥିବାରୁ ଅଗଷ୍ଟ ଗାଇଡଲାଇନ ମୁତାବକ ରାଜ୍ୟରେ ମନ୍ଦିର ଖୋଲିବା ଲାଗି ଅନୁମତି ମିଳିଛି। ତେବେ ଏହି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ହାତରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲୁଥିବା ବେଳେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ଖୋଲିଛି।…

କାଶୀ ବିଶ୍ୱନାଥ ମନ୍ଦିରକୁ ଜ୍ଞାନବାପୀ…

ବାରଣାସୀ: ଉତ୍ତର ପ୍ରଦେଶର ବାରଣାସୀରେ କାଶୀ ବିଶ୍ୱନାଥ ମନ୍ଦିର ଓ ଜ୍ଞାନବାପୀ ମସଜିଦକୁ ନେଇ କୋର୍ଟରେ ମାମଲା ଚାଲିଥିବା ବେଳେ ମସଜିଦ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି। ସୁନ୍ନୀ ସେଣ୍ଟ୍ରାଲ ଓ୍ୱାକଫ୍ ବୋର୍ଡ କାଶୀ ବିଶ୍ୱନାଥ ମନ୍ଦିର ଟ୍ରଷ୍ଟକୁ ଜ୍ଞାନବାପୀ ମସଜିଦ ନିକଟରେ ଥିବା ଭୂମି…

ମହାନଦୀରେ ୫୦୦ ବର୍ଷ ପୁରୁଣା ମନ୍ଦିର…

ନୟାଗଡ଼: କିଛି ଦିନ ତଳେ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ୍‌ ପଦ୍ମାବତୀ ଗାଁ ନକଟରେ ମହାନଦୀ ଗର୍ଭରେ ୫୦୦ ବର୍ଷ ତଳ ମନ୍ଦିରର ଦଧିନଉତି ଆବିଷ୍କୃତ ହୋଇଥିଲା। ଏବେ ସେହି ୫୦୦ ବର୍ଷ ତଳର ପ୍ରାଚୀନ ଗୋପୀନାଥ ମନ୍ଦିର ବୁଡ଼ିଯିବା ଘଟଣାର ଅନୁଧ୍ୟାନ ଆରମ୍ଭ ହୋଇଛି। ଭୁବନେଶ୍ୱର ଆଇଆଇଟି ଓ ଉତ୍ତର ପ୍ରଦେଶର…

ନୟାଗଡ଼: ମହାନଦୀ ଗର୍ଭରୁ ମିଳିଲା ୫୦୦…

ଭୁବନେଶ୍ବର: ମହାନଦୀ ଗର୍ଭରେ ଲୀନ ହୋଇଯାଇଥିବା ଏକ ମନ୍ଦିରର ଦଧିନଉତି (ଅଗ୍ରଭାଗ) ଆବିଷ୍କୃତ ହୋଇଛି। ଐତିହାସିକ ଅନୀଲ ଧରଙ୍କ ନେତୃତ୍ବରେ ଭାରତୀୟ କଳା ଓ ସାଂସ୍କୃତିକ ଐତିହ୍ୟ ନ୍ୟାସ (ଇନ୍‌ଟାକ୍) ପକ୍ଷରୁ 'ମହାନଦୀ ଅବବାହିକା ଏତିହ୍ୟ ସ୍ଥଳ ପ୍ରଲେଖନ ପ୍ରକଳ୍ପ' (Mahanadi Valley Heritage Sites…

ତାମିଲନାଡ଼ୁ ମନ୍ଦିରରେ ଘୁଷୁରୀ ମାଂସ…

କୋଏମ୍ବାଟୁର: ସ୍ଥାନୀୟ ଦୁଇଟି ହିନ୍ଦୁ ମନ୍ଦିର ଦରଜା ପାଖରେ କେହି କଞ୍ଚା ମାଂସ ରଖିବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏ ନେଇ ହିନ୍ଦୁ ମୁନ୍ନାନି ନାମକ ଏକ ଧର୍ମୀୟ ସଂଗଠନର କର୍ମକର୍ତ୍ତାମାନେ ଅପରାଧୀକୁ ଧରିବା ଦାବିରେ ରାସ୍ତାକୁ ଓହ୍ଲାଇଥିବା ବେଳେ ପୁଲିସ ଜଣକୁ ଗିରଫ କରିଛି। ଗତ ଶୁକ୍ରବାର ଦିନ…