Odisha Link
Bridging the Missing Links in Odisha
Browsing Tag

ମାଟ୍ରିକ ରେଜଲ୍ଟ

ଆଜି ୪ଟାରେ ପ୍ରକାଶ ପାଇବ ଅଫଲାଇନ୍‌…

ଭୁବନେଶ୍ୱର: ଆଜି ଅପରାହ୍ନ ୪ଟାରେ ବାହାରିବ ମାଟ୍ରିକ ରେଜଲ୍ଟ। ମାଟ୍ରିକ ରେଜଲ୍ଟ ପ୍ରକାଶ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତଥର ଅଫଲାଇନରେ ମୋଟ୍ ୧୫, ୧୩୬ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ଅନଲାଇନ୍ ମାର୍କିଂରେ ଅସନ୍ତୁଷ୍ଟ ପିଲାମାନେ ହିଁ ଅଫଲାଇନ୍ ପରୀକ୍ଷା…

ମାଟ୍ରିକ ପରୀକ୍ଷା ଫଳକୁ ନେଇ ଆଜି ବୋର୍ଡ…

କଟକ: ମାଟ୍ରିକ ରେଜଲ୍ଟକୁ ନେଇ ଛାତ୍ରଛାତ୍ରୀଙ୍କ ଅସନ୍ତୋଷ ପ୍ରସଙ୍ଗରେ ଆଜି ଦିନ ୧୧ଟାରେ ପ୍ରେସମିଟ୍‌ କରି ପ୍ରତିକ୍ରିୟା ରଖିବେ ବୋର୍ଡ କର୍ତ୍ତୃପକ୍ଷ। ଏଥିସହ ମାଟ୍ରିକ ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ମଧ୍ୟ ଦୂର କରିବେ ବୋର୍ଡ କର୍ତ୍ତୃପକ୍ଷ। ମାଟ୍ରିକ୍ ରେଜଲ୍ଟକୁ ନେଇ ବିଭିନ୍ନ ସ୍ଥାନରେ…

ମାଟ୍ରିକ ରେଜଲ୍ଟ: ପାସ୍ ହାର ୯୭.୮୯,…

କଟକ: ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି। କରୋନା ସଂକଟ ସମୟରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ହୋଇପାରି ନଥିବାରୁ ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରାଯାଇ ଫଳାଫଳ ପ୍ରକାଶ କରାଯାଇଛି। ରାଜ୍ୟରେ ମାଟ୍ରିକ ପରୀକ୍ଷା ପାସ୍ ହାର ୯୭.୮୯ ରହିଛି।…

ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ

କଟକ: ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ବୋର୍ଡ କାର୍ଯ୍ୟାଳୟରେ ଫଳ ଘୋଷଣା କରାଯାଇଛି ମାଟ୍ରିକ ରେଜଲ୍ଟ। ରେଜଲ୍ଟ ପୁସ୍ତିକାକୁ ଉନ୍ମୋଚନ କଲେ ଶିକ୍ଷା ମନ୍ତ୍ରୀ ସମୀର ଦାଶ। ଚଳିତ ବର୍ଷର ପାଶ ହାର ୯୭.୮୯ ପ୍ରତିଶତ ରହିଛି। ଏଥିସହିତ ସନ୍ଧ୍ୟା ୬ଟାରେ ବୋର୍ଡ ଓ୍ବେବସାଇଟ୍‌  …

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ…

କଟକ: ଆସନ୍ତା କାଲି ପ୍ରକାଶ ପାଇବ ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ। ଏହାସହ ଷ୍ଟେଟ୍‌ ଓପନ୍‌ ସ୍କୁଲ୍‌ ଓ ମଧ୍ୟମା ରେଜଲ୍ଟ ମଧ୍ୟ ପ୍ରକାଶ ପାଇବ। କଟକ BSE ମୁଖ୍ୟାଳୟରେ ଅପରାହ୍ନ ୪ଟାରେ ପ୍ରକାଶ ପାଇବ ରେଜଲ୍ଟ। ସନ୍ଧ୍ୟା ୬ଟା ପରେ  ୱେବ୍‌ସାଇଟ୍‌ରେ ଉପଲ୍ଲବ୍ଧ ହେବ।  ଛାତ୍ରଛାତ୍ରୀମାନେ…