୧୦ ଦିନରେ +୨ ମୂଲ୍ୟାୟନ ପଦ୍ଧତି…
ନୂଆଦିଲ୍ଲୀ: ୧୦ ଦିନ ମଧ୍ୟରେ +୨ ମୂଲ୍ୟାୟନ ପଦ୍ଧତି ସୂଚାଇବାକୁ ରାଜ୍ୟ ବୋର୍ଡଙ୍କୁ ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶ। ଏଥସହ ସହ ଜୁଲାଇ ୩୧ ସୁଦ୍ଧା ଫଳାଫଳ ପ୍ରକାଶ କରିବାକୁ ଆଜି ସୁପ୍ରିମ କୋର୍ଟ ସମସ୍ତ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଆନ୍ଧ୍ରପ୍ରଦେଶ କହିଛି ଯେ, କୋଭିଡ୍-୧୯ ମାମଲା…