Odisha Link
Bridging the Missing Links in Odisha
Browsing Tag

ମୋଦି

ମୋଦି ଜଣେ ନିର୍ଭୀକ ବକ୍ତା: ବିଜେଡି…

ଓଏଲ୍‌ ବ୍ୟୁରୋ: ସଂସଦର ମୌସୁମୀ ଅଧିବେଶନ ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି କଂଗ୍ରେସ। ଆଉ ଅନାସ୍ଥା ପ୍ରସ୍ତାବ ଆଲୋଚନାରେ ଭାଗ ନେଲା ବିିଜୁ ଜନତା ଦଳ। ଆଇଏନ୍‌ଡିଆଇଏ ପକ୍ଷରୁ ହୋଇଥିବା ଅନାସ୍ଥା ପ୍ରସ୍ତାବକୁ ବିଜେଡି ପକ୍ଷରୁ ବିରୋଧ କରିଛନ୍ତି ସାଂସଦ ପିନାକୀ…

ନବୀନଙ୍କ ସଂକେତ: ୨୦୨୪ରେ ପୁଣି…

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ଯେଉଁଥିପାଇଁ ବିଭିନ୍ନ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ୨୦୨୪ରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ହେବେ ବୋଲି ଆଜି ପରୋକ୍ଷରେ କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବନ୍ଦେ…

ଆଜି ଆମେରିକା ଉପରାଷ୍ଟ୍ରପତିଙ୍କୁ ଭେଟିବେ…

ନୂଆଦିଲ୍ଲୀ: ତିନିଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ଆମେରିକା ଉପରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପରେ ଆପଲ୍ ଭଳି ୫ଟି ବଡ଼ ବଡ଼ କମ୍ପାନୀର ସି.ଇ.ଓ.ଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏହା ସହ କ୍ବାର୍ଡ୍…

୨୪ରେ ବାଇଡେନଙ୍କୁ ଭେଟିବେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯାଇ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ । ଚଳିତ ମାସ ୨୪ରେ କ୍ୱାଡ ବୈଠକରେ ଏହି ଦୁଇ ନେତା ଯୋଗ ଦେବେ। ପୂର୍ବରୁ ଏହି ଦୁଇ ନେତା ଭର୍ଚୁଆଲ ମୋଡରେ ଅନେକ ବୈଠକ କରିସାରିଛନ୍ତି। ହେଲେ ଏବେ ମୋଦି ଏବଂ ବାଇଡେନ ଫେସ ଟୁ ଫେସ…

ଆଫଗାନିସ୍ତାନ ସ୍ଥିତି ନେଇ ସବର୍ଦଳୀୟ…

ନୂଆଦିଲ୍ଲୀ: ଆଫଗାନିସ୍ତାନ ସ୍ଥିତି ନେଇ ସର୍ବଦଳୀୟ ବୈଠକ ଡାକିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ୨୬ ଅଗଷ୍ଟ ସକାଳେ ଏହି ସର୍ବଦଳୀୟ ବୈଠକ ବସିବ। ସର୍ବଦଳୀୟ ବୈଠକରେ ଆଫଗାନିସ୍ତାନରେ ସ୍ଥିତି ଓ ଭାରତର…

ତାଲିବାନର ଆତଙ୍କରାଜ ବିରୋଧରେ ମନ୍ତବ୍ୟ…

ଗୁଜୁରାଟ: ତାଲିବାନ ଆଫଗାନିସ୍ତାନକୁ କବଜା କରି ଆତଙ୍କ ରାଜ ଚଳାଉଛି। ଏହାରି ମଧ୍ୟରେ ଗୁଜୁରାଟ ସୋମନାଥ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଆଫଗାନିସ୍ତାନରେ ତାଲିବାନ ରାଜୁତିକୁ ନେଇ ପରୋକ୍ଷରେ ମନ୍ତବ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ତାଲିବାନ ରାଜୁତି ନେଇ ମୋଦି କହିଛନ୍ତି, ବିଶ୍ୱକୁ…

ମୋଦି ସରକାରଙ୍କୁ ଟାର୍ଗେଟ୍‌ କଲେ ଓୱେସୀ,…

ନୂଆଦିଲ୍ଲୀ: ତାଲିବାନ ଆଫଗାନିସ୍ତାନକୁ ଅକ୍ତିଆର କରିବା ପରେ ଭୟରେ ଅଛନ୍ତି ଆଫଗାନବାସୀ। ଆଫଗାନିସ୍ତାନର ସ୍ଥିତି ଏବଂ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନା ନେଇ ଭାରତ ସମେତ ବିଶ୍ୱର ଅନେକ ଦେଶ ଚିନ୍ତା ପ୍ରକାଶ କରିଛନ୍ତି। ଏହାରି ମଧ୍ୟରେ ଅଲ ଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲମିନ ମୁଖ୍ୟ…

ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିବା ବ୍ୟକ୍ତି ଗିରଫ। ଗତ ରାତିରେ ସଲମାନ ନାମକ ଜଣେ ବ୍ୟକ୍ତି ପୋଲିସକୁ ଫୋନ୍ କରି ମୋଦିଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲା। ଆଜି ଅଭିଯୁକ୍ତ ସଲମାନକୁ ଦିଲ୍ଲୀର ଖଜୁରୀ ଖାସ ଥାନାର ପୋଲିସ ଗିରଫ କରିଛନ୍ତି। ସୂଚନା…

ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି

ନୂଆଦିଲ୍ଲୀ: ଆସନ୍ତା କାଲି ଓଡ଼ିଶା ଆସିବେ ମୋଦି। ବାତ୍ୟା ୟସ୍‌ ପ୍ରଭାବରେ ଓଡିଶାରେ ହୋଇଥିବା ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା ପାଇଁ ଆସନ୍ତାକାଲି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ପ୍ରଥମେ ଭୁବନେଶ୍ୱରରେ ପହଞ୍ଚି ସ୍ଥିତିି ସମୀକ୍ଷା କରିବେ। ଏହାପରେ ଅନ୍ୟାନ୍ୟ ବାତ୍ୟା ପ୍ରଭାବିତ…

କରୋନା ମୁକାବିଲା: ଅପରାହ୍ନରେ ଡାକ୍ତରଙ୍କ…

ନୂଆଦିଲ୍ଲୀ: ଦେଶରେ ବେକାବୁ ହେଉଛି କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାର ନିରାକରଣ ପାଇଁ ଆଜି ଦେଶର ଅଗ୍ରଣୀ ଡାକ୍ତରଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଥା ହେବେ। ଆଜି ଅପରାହ୍ନ ୪.୩୦ରେ ମୋଦି ଡାକ୍ତରଙ୍କ ସହ କଥା…