Odisha Link
Bridging the Missing Links in Odisha
Browsing Tag

ମୋହନ ଭାଗବତ

ଆଜି ମହାପ୍ରଭୁଙ୍କୁ ଦର୍ଶନ କରିବେ ମୋହନ…

ଭୁବନେଶ୍ୱର: ଆଜି ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ। ଏହା ପରେ ସେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ…

ଆଜି ଓଡ଼ିଶା ଆସୁଛନ୍ତି ମୋହନ ଭାଗବତ

ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର (ଆର୍‌ଏସ୍‌ଏସ୍‌) ମୁଖ୍ୟ ଡ.ମୋହନ ଭାଗବତ ୫ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଆଜି ରାତିରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ୫ ଦିନିଆ ଗସ୍ତ ସାରି ସେ ଅଗଷ୍ଟ ୨୯ ତାରିଖରେ ଓଡ଼ିଶାରୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର…

ମୋହନ ଭାଗବତଙ୍କ ଟ୍ୱିଟରରୁ ହଟିଲା ବ୍ଲୁ…

ନୂଆଦିଲ୍ଲୀ: ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରୁରୁ ହଟିଲା ବ୍ଲୁ ଟିକ୍‌। ଦୀର୍ଘ ଦିନ ଧରି ଟ୍ୱିଟରରେ ସକ୍ରିୟ ନଥିବାରୁ ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ସହ ଆଉ କିଛି ସଦସ୍ୟଙ୍କ ଆକାଉଣ୍ଟରୁ ବ୍ଲୁ ଟିକ୍‌ ହଟି ଯାଇଛି। ମୋହନ ଭାଗବତଙ୍କ ସହ ତାଙ୍କ ସହଯୋଗୀ ସୁରେଶ ସୋନି, ଅରୁଣ କୁମାର,…

ଆର୍‌ଏସ୍ଏସ୍‌ ମୁଖ୍ୟଙ୍କ ଭିଡିଓ…

ଭୁବନେଶ୍ବର: ଆଜି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଅଧ୍ୟକ୍ଷ ମୋହନ ଭାଗବତ ସଂଘର ସ୍ବେଚ୍ଛାସେବୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ନିଜାମୁଦ୍ଦିନ୍‌ ମର୍କାଜା ଘଟଣା ବୋଲି ସିଧାସଳଖ ନ କହିଥିଲେ ମଧ୍ୟ ପରୋକ୍ଷରେ ଏହି ଘଟଣାକୁ ନେଇ ଚାଲିଥିବା ଅରୋପ-ପ୍ରତ୍ୟରୋପ ଉପରେ ମତ ରଖିଛନ୍ତି ଭାଗବତ। ଆଜି…