ଆଜି ମୌସୁମୀ ଅଧିବେଶନର ଶେଷ ଦିନ
ଭୁବନେଶ୍ବର: ଆଜି ସରୁଛି ବିଧାନସଭାର ମୌସୁମୀ ଅଧିବେଶନ। ଶେଷ ଦିନରେ ସଂରକ୍ଷଣକୁ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ସଂକଳ୍ପ ଆଗତ ହେବ। ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ସେହିପରି ଜାତି ଭିତ୍ତିକ ଜନଗଣନା ପାଇଁ ମଧ୍ୟ ବିଧାନସଭାରେ ସଂକଳ୍ପ ଆଗତ ହେବ।…