ଓମ୍ ଉଚ୍ଚାରଣ କଲେ ନା ଯୋଗ ଶକ୍ତିଶାଳୀ…
ନୂଆଦିଲ୍ଲୀ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ। ସାରା ବିଶ୍ବ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରୁଛି। ଏହି ଅବସରରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭି ଏମିତି ଟ୍ଵିଟ୍ କରିଛନ୍ତି, ଯାହାକୁ ନେଇ ନୂତନ ବିବାଦ ଆରମ୍ଭ ହୋଇଛି। ସିଙ୍ଘଭି କହିଛନ୍ତି, ଓମ୍ ଉଚ୍ଚାରଣରେ ନା ଯୋଗ ଅଧିକ ଶକ୍ତିଶାଳୀ ହେବ…