ଯିଏ ବାପାର ନୁହେଁ, ସିଏ କାହାର ନୁହେଁ:…
ଭୁବନେଶ୍ବର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପିତା ଆନନ୍ଦ ସିଂହ ବିଷ୍ଟ ଗତକାଲି ଦିଲ୍ଲୀର ଏମ୍ସରେ ପ୍ରାଣତ୍ୟାଗ କରିଥିବା ବେଳେ ଆଜି ତାଙ୍କର ଶେଷକୃତ୍ୟ ହେବ। ତେବେ ଏହି ଶେଷକୃତ୍ୟ ବେଳେ ଉପସ୍ଥିତ ରହିବେ ନାହିଁ ବୋଲି ଯୋଗୀ ଘୋଷଣା କରିଛନ୍ତି।
ଯୋଗୀଙ୍କର ଏଭଳି ନିଷ୍ପତ୍ତିକୁ ନେଇ…