Odisha Link
Bridging the Missing Links in Odisha
Browsing Tag

ରଥଯାତ୍ରା

ରଥାରୂଢ଼ ହେଲେ ବଡ଼ଭାଇ, ଶୂନ୍ୟ ପହଣ୍ଡିରେ…

ଓଏଲ୍‌ ବ୍ୟୁରୋ: ବଡ଼ଠାକରଙ୍କ ବଡ଼ଯାତ୍ରା ପାଇଁ ଜନ ସମୁଦ୍ର ପାଲଟିଛି ଶ୍ରୀକ୍ଷେତ୍ର। ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଛି ପୁରୀରେ । କଳା ସାଆନ୍ତେଙ୍କ ଦିବ୍ୟ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଲାଗି ରହିଛି ଭକ୍ତଙ୍କ ଗହଳି। ଏବେ ମା' ସୁଭଦ୍ରାଙ୍କ ଶୂନ୍ୟ ପହଣ୍ଡି ଜାରି ରହିଛି। ମନ୍ଦିର ଭିତରେ ନୀତିକାନ୍ତି ଶେଷ…

ରଥଯାତ୍ରା: ଶୁଭେଚ୍ଛା ଜଣାଇଲେ…

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା। ବଡ଼ଦାଣ୍ଡକୁ ଓହ୍ଲାଇବେ ବଡ଼ ଠାକୁର। ସାରା ବିଶ୍ବ କରିବ ମହାବାହୁଙ୍କ ଦିବ୍ୟ ଦର୍ଶନ। ଘୋଷଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ…

ଗଡ଼ିଲା ରଥ, ଟାଣି ନେଉଛନ୍ତି ସେବାୟତ

ପୁରୀ: ଆଜି ପବିତ୍ର ରଥଯାତ୍ରା। କରୋନା କଟକଣା ମଧ୍ୟରେ ଅନୁଷ୍ଟିତ ହେଉଛି ରଥଯାତ୍ରା। ରଥ ଉପରେ ସମସ୍ତ ନୀତିକାନ୍ତି ସପନ୍ନ ହୋଇଛି। ତିନି ରଥରେ ଛେରାପହଁରା ନୀତି ଶେଷ କରି ଗଜପତି ମହାରାଜ ଶ୍ରୀନଅରକୁ ଫେରିଯିବା ପରେ ରଥଗୁଡ଼ିକରେ ସାରଥୀ ଓ ଘୋଡ଼ାଯୋଚା କାମ ଶେଷ ହୋଇଛି। ତିନି ରଥକୁ ଶରଧାବାଲି ଅଭିମୁଖେ…

ଛେରାପହଁରା ନୀତି ଆରମ୍ଭ

ପୁରୀ: ଆଜି ପବିତ୍ର ରଥଯାତ୍ରା। ତିନି ଠାକୁର ରଥାରୁଢ ହେବା ପରେ ଆରମ୍ଭ ହୋଇଛି ଛେରାପହଁରା ନୀତି। ଛେରାପହଁରା କରୁଛନ୍ତି ଗଜପତି ମହାରାଜ। ସୁନା ଖଡିକାରେ ଛେରାପହଁରା କରୁଛନ୍ତି ମହାପ୍ରଭୁଙ୍କ ଆଦ୍ୟସେବକ। ତିନି ରଥରେ ଛେରାପହଁରା କରିବେ ଗଜପତି ଦିବ୍ୟସିଂହ ଦେବ। ତିନି ରଥରେ ଛେରା ପହଁରା ପାଇଁ…

ପବିତ୍ର ରଥଯାତ୍ରା ଅବସରରେ ସମସ୍ତଙ୍କୁ…

ଭୁବନେଶ୍ୱର: ଆଜି ପବିତ୍ର ରଥଯାତ୍ରା। କୋଭିଡ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ପାଳନ ହେଉଛି ରଥଯାତ୍ରା। ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଟୁଇଟ କରି କହିଛନ୍ତି ଯେ, ଓଡ଼ିଶାର ସମସ୍ତ ଜନସାଧାରଣ ତଥା ଶ୍ରଦ୍ଧାଳୁଙ୍କୁ…

ରଥଯାତ୍ରା: ଧାଡ଼ି ପହଣ୍ଡିରେ ରଥରେ ବିଜେ…

ପୁରୀ: ଆଜି ପବିତ୍ର ରଥଯାତ୍ରା। ଅଣସରରୁ ବାହାରିବା ପରେ ଭାଇ ଭଉଣୀଙ୍କୁ ସାଥିରେ ନେଇ ରତ୍ନବେଦୀରୁ ଜନ୍ମବେଦୀକୁ ଯାତ୍ରା କରିବେ କାଳିଆ ସାଆନ୍ତ। ବଡ଼ଦାଣ୍ଡରୁ ରଥରେ ଚଢ଼ି ଜନ୍ମବେଦିକୁ ଯିବେ ଶ୍ରଜିଉ। ଏଥି ପାଇଁ ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ ହୋଇ ରହିଛି। ଧାଡ଼ି ପହଣ୍ଡିରେ ରଥ ଉପରକୁ ଛୁଟିଆସିବେ…

ରଥଯାତ୍ରା ପାଇଁ ଶ୍ରୀକ୍ଷେତ୍ରରେ…

ଭୁବନେଶ୍ୱର: ରଥଯାତ୍ରା ପାଇଁ ସବୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ଥିବା ​ବେଳେ ଆଉ ମାତ୍ର ଗୋଟିଏ ଦିନ ପରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଭାଇ ଭଉଣୀଙ୍କୁ ସାଙ୍ଗରେ ରତ୍ନବେଦୀ ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ…

ଏଠାରେ ରଥଯାତ୍ରା ପାଳନ ପାଇଁ ଅନୁମତି…

ଅହମ୍ମଦାବାଦ: ଚଳିତ ବର୍ଷ ଅହମ୍ମଦାବାଦରେ ପାଳନ ହେବ ରଥଯାତ୍ରା। ଏଥିପାଇଁ ଅନୁମତି ଦେଇଛନ୍ତି ସରକାର। ଆସନ୍ତା ୧୨ ତାରିଖରେ ୧୪୪ତମ ରଥଯାତ୍ରା ପାଳନ ପାଇଁ ଗୁଜୁରାଟ ସରକାର ଅନୁମତି ଦେଇଛନ୍ତି। ତେବେ ରଥଯାତ୍ରା ବେଳେ କର୍ଫୁ୍ୟ ବଳବତ୍ତର ରହିବ ଏବଂ କୋଭିଡ ମାର୍ଗଦର୍ଶିକା କଡ଼ାକଡ଼ି ପାଳନ କରାଯିବ ବୋଲି…

ରଥଯାତ୍ରା ସମୟରେ ଗ୍ରୀନ ଜୋନ

ପୁରୀ: ପୁରୀ ରଥଯାତ୍ରା ସମୟରେ ଜରୁରୀ ସେବା ପାଇଁ ଗ୍ରୀନ ଜୋନ। ଗ୍ରୀନ ଜୋନ ସମ୍ପର୍କରେ ପୁରୀ ଏସପି କନୱର ବିଶାଲ ସିଂ ସୂଚନା ଦେଇଛନ୍ତି। ଗୁଣ୍ଡିଚା ମନ୍ଦିର ଚାରିପାଖରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ବୋଲି ଏସପି କହିଛନ୍ତି। ଅନ୍ୟପକ୍ଷରେ ଆଜି ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା…

ରଥଯାତ୍ରା ପ୍ରସ୍ତୁତିର ସମୀକ୍ଷା କରିବେ…

ପୁରୀ: ଆଜି ରଥଯାତ୍ରା ପ୍ରସ୍ତୁତି ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଘୋଷଯାତ୍ରାକୁ ଶୃଙ୍ଖଳିତ କରିବାକୁ ବୈଠକରେ ଆଲୋଚନା କରାଯିବ। ଗତକାଲି ଭର୍ଚୁଆଲ ମାଧ୍ୟମରେ ଗଜପତି ମହାରାଜଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ…