ଟୋକିଓ ଅଲିମ୍ପିକ୍ସ: ପୁରୁଷ ରେସଲିଂ…
ଟୋକିଓ: ଟୋକିଓ ଅଲିମ୍ପିକ୍ସ ପୁରୁଷ ରେସଲିଂର କ୍ୱାର୍ଟରରେ ରବି ଦାହିୟା। ଭାରତୀୟ ରେସଲର ରବି ଦାହିୟା ୫୭ କେ.ଜି ଫ୍ରି ଷ୍ଚାଇଲରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇଛନ୍ତି। ରବି କୁମାର ୧୩-୨ରେ ଏହି ବିଜୟ ହାସଲ କରିଛନ୍ତି।
ପ୍ରଥମ ରାଉଣ୍ଡରେ ଉଭୟ ଖେଳାଳିଙ୍କ ମଧ୍ୟରେ ଜୋରଦାର ଟକ୍କର ହୋଇଥିଲା।…