ରାଜଧାନୀରେ ଡେଙ୍ଗୁ ଆତଙ୍କ: ୨୪ ଘଣ୍ଟାରେ…
ଭୁବନେଶ୍ୱର: ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ ଆତଙ୍କ। ଗତ ୨୪ ଘଣ୍ଟାରେ ପୁଣି ୩୨ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏଥିସହ ଭୁବନେଶ୍ୱରର ଡେଙ୍ଗୁ ରୋଗୀ ସଂଖ୍ୟା ୪୫୩କୁ ବୃଦ୍ଧି ପାଇଛି।
ରାଜଧାନୀର ପ୍ରତି ସମ୍ବେଦନଶୀଳ ଅଞ୍ଚଳରେ ଦୈନିକ ୨୮୦ଟଙ୍କା ହିସାବରେ ୨୦ଜଣ ଲେଖାଏଁ ଲୋକଙ୍କୁ ନିୟୋଜିତ କରିବାକୁ…