କଣ୍ଟାବାଞ୍ଜି: ଅକ୍ସିଜେନ ଅଭାବରୁ ରୋଗୀ…
କଣ୍ଟାବାଞ୍ଜି: ଅକ୍ସିଜେନ ଅଭାବରୁ ରୋଗୀ ମୃତ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କଣ୍ଟାବାଞ୍ଜି ମେଡିକାଲରେ। ଅକ୍ସିଜେନ ଅଭାବରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ଆଜି ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ।
ଯୁବକଙ୍କ ମୃତ୍ୟୁ ନେଇ ମେଡିକାଲରେ ସମ୍ପର୍କୀୟ ମାନେ…