ହାଇକୋର୍ଟ ଶୁଣାଣିର ଲାଇଭ ଷ୍ଟ୍ରିମିଂକୁ…
କଟକ: ଗତକାଲିଠୁ ହାଇକୋର୍ଟରେ ମାମଲା ଶୁଶାଣିର ସିଧା ପ୍ରସାରଣ ଆରମ୍ଭ ହୋଇଥିବା ବେଳେ ଆଜି ଏହାକୁ ବିରୋଧ କରୁଛି ହାଇକୋର୍ଟ ବାର ଆସୋସିଏସନ। ଆଇନଜୀବୀମାନେ ସିଧାପ୍ରସାରଣକୁ ବିରୋଧ କରି ମୁଖ୍ୟ ବିଚାରପତିଙ୍କ କୋର୍ଟକୁ ବର୍ଜନ କରଛନ୍ତି। ହାଇକୋର୍ଟ ଅଫ ଓଡ଼ିଶା ଲାଇଭ ଷ୍ଟ୍ରିମିଂ ଅଫ କୋର୍ଟ ପ୍ରୋସଡିଂ ରୁଲ୍ସ…