ଶାରୀରିକ ସମ୍ପର୍କ ପାଇଁ ଅରାଜି ଥିଲେ…
ଭୁବନେଶ୍ବର: ଅଭିନେତା-ସାଂସଦ ଅନୁଭବ ମହାନ୍ତି ଓ ତାଙ୍କର ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିବାଦ ଏବେ ଦାଣ୍ଡରେ ଗଡ଼ି ହାଟରେ ପଡ଼ିଲାଣି। ପାରିବାରିକ ହିଂସା ନିରୋଧ ଆଇନ ଆଧାରରେ କଟକ ଏସ୍ଡିଜେଏମ୍ କୋର୍ଟରେ ବର୍ଷା ଅନୁଭବଙ୍କ ବିରୋଧରେ ମାମଲା କରିଛନ୍ତି। ଆସନ୍ତା ୭ ତାରିଖରେ ଏହି…