ଲକ୍ଡାଉନ୍ ପରେ ଯୁକ୍ତ ଦୁଇ ପରୀକ୍ଷା:…
ଭୁବନେଶ୍ବର: ମହାମରୀ କରୋନାକୁ ପ୍ରତିହତ କରିବା ପାଇଁ ୩ମେ ପର୍ଯ୍ୟନ୍ତ ସାରା ଦେଶ ଲକ୍ଡାଉନ୍। ଲକ୍ଡାଉନ୍ ଫଳରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇ ପାରିନାହିଁ। ହେଲେ ଏହାରି ମଧ୍ୟରେ ରାଜ୍ୟରେ ହେବାକୁ ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର। ଲକ୍ଡାଉନ୍ ଉଠିବାର ୭ ଦିନ ଭିତରେ ହିଁ ହେବ…