Odisha Link
Bridging the Missing Links in Odisha
Browsing Tag

ଶିଶୁ

ଶିଶୁଙ୍କ କଥା ଶୁଣିଲେ ବିଧାୟକ

ଭୁବନେଶ୍ୱର: ଓଡ଼ିଶାର ବିଧାୟକମାନେ ଆଜି ବିଧାନସଭାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ନେତୃତ୍ୱରେ ଏକାଠି ହୋଇ ଶିଶୁମାନଙ୍କ ସହ ଆଲୋଚନା କରିଥିଲେ। ଏହି ଆଲୋଚନାକ୍ରମରେ ଶିଶୁମାନଙ୍କ ଜୀବନଧାରଣର ମାନରେ କିପରି ଗୁଣାତ୍ମକ ପରିବର୍ତନ ଆସିପାରିବ ସେ ନେଇ ମତପ୍ରକାଶ କରିଥିଲେ। ଏହି ଅବସରରେ…

୨ ବର୍ଷର ଶିଶୁକୁ ଦିଆଗଲା ପ୍ରଥମ କରୋନା…

ନୂଆଦିଲ୍ଲୀ: କରୋନାକୁ ମାତ୍‌ ଦେବାକୁ ଟିକାକରଣ ଜାରି ରହିଛି। ପ୍ରଥମେ ବୟସ୍କ ଏବଂ ଯୁବକଙ୍କ ପରେ ଦେଶରେ ଏବେ ପିଲାଙ୍କୁ ଟିକା ଦେବା ଲାଗି ପରୀକ୍ଷଣ ଚାଲିଛି। ଏହାରି ଭିତରେ ଜଣେ ୨ ବର୍ଷୀୟ ଶିଶୁକୁ ପ୍ରଥମ କରୋନା ଟିକା ଦିଆଯାଇଛି। ପ୍ରଥମ ଦେଶ ରୂପେ କ୍ୟୁବାରେ ଶିଶୁଙ୍କୁ ଟିକା ଦିଆଯିବା କାର୍ଯ୍ୟକ୍ରମ…

କରୋନା ନେଲା ଆଉ ଏକ ଶିଶୁର ଜୀବନ

ଭୁବନେଶ୍ୱର: ରାଜ୍ୟରେ ପୁଣି ପୁଣି ଚିନ୍ତା ବଢ଼ାଇଲାଣି କରୋନା ମହାମାରୀ। ପ୍ରତିଦିନ ୧୦୦ ଅଧିକ ଶିଶୁ ପଜିଟିଭ୍ ହେଉଛନ୍ତି। ଏହାରି ମଧ୍ୟରେ ରାଜ୍ୟରେ କରୋନାରେ ପୁଣି ଏକ ଶିଶୁର ମୃତ୍ୟୁ ହୋଇଛି। ମୃତ୍ୟୁ ଶିଶୁ କନ୍ୟା ମାତ୍ର ୨ ମାସ ହୋଇଥିବା ବେଳେ ସେ ଖୋର୍ଦ୍ଧା ଜିଲ୍ଲାର ବୋଲି ଜଣାପଡିଛି। କରୋନାରେ ଶିଶୁ…

କରୋନାରେ ଆଉ ୨ ଶିଶୁଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାର ସମ୍ଭାବ୍ୟ ୩ୟ ଲହରରେ ଶିଶୁ ଅଧିକ ସଂକ୍ରମିତ ହେବେ ବୋଲି କୁହାଯାଉଥିବା ବେଳେ ଏବେ ରାଜ୍ୟରେ ଦୈନିକ ୧୦୦ ପାଖାପାଖି ଶିଶୁ ପଜିଟିଭ୍ ହେଉଛନ୍ତି। ଏହାରି ମଧ୍ୟରେ ଆଜି କରୋନାରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। କଟକ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଶିଶୁଙ୍କର ମୃତ୍ୟୁ ହୋଇଛି। କଟକରେ ଶିଶୁ…

ଜନ୍ମ ହେଲା ୩ ମୁଣ୍ଡ ଥିବା ଅଦ୍ଭୁଦ ଶିଶୁ

ନୂଆଦିଲ୍ଲୀ: ଗର୍ଭଧାରଣ ସମୟରେ କୌଣସି କାରଣରୁ ବେଳେବେଳେ ଅଦ୍ଭୁଦ ଆକାରର ଶିଶୁ ଜନ୍ମ ହୋଇଥାନ୍ତି। ହେଲେ ୩ ମୁଣ୍ଡ ଥିବା ଶିଶୁ ଜନ୍ମଲାଭ କରିବା ଦେଖି ନଥିବେ। ହେଲେ ଉତ୍ତରପ୍ରଦେଶରେ ଏଭଳି ଏକ ଅଦ୍ଭୁଦ ମାମଲା ଦେଖିବାକୁ ମିଳିଛି। ଉତ୍ତର ପ୍ରଦେଶରେ ଜଣେ ମହିଳା ଏକ ତିନି ମୁଣ୍ଡ ଥିବା ସନ୍ତାନ ଜନ୍ମ…

ସେପ୍ଟେମ୍ବର ସୁଦ୍ଧା ଶିଶୁମାନଙ୍କୁ…

ନୂଆଦିଲ୍ଲୀ: ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଦେଶରେ ଶିଶୁମାନଙ୍କୁ କରାଯିବ ଟିକାକରଣ। ଏନେଇ ଦିଲ୍ଲୀ ଏମସ ମୁଖ୍ୟ ଡାକ୍ତର ରଣଦୀପ ଗୁଲେରିଆ ସୂଚନା ଦେଇଛନ୍ତି। କୋଭିଡ ୧୯ ଟାସ୍କଫୋର୍ସ ସଦସ୍ୟ ଗୁଲେରିଆ କହିଛନ୍ତି, ସେପ୍ଟେମ୍ବର ସୁଦ୍ଧା କୋଭାକ୍ସିନର ଦ୍ୱିତୀୟ ଓ ତୃତୀୟ ଟ୍ରାଏଲ ସରିବ। ଏହାସହ ସେହି ମାସରେ…

ଶିଶୁ ବିକ୍ରି ମାମଲା: ମାଳିସାହିରୁ…

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଶିଶୁ ବିକ୍ରି ମାମଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍। ଛୁଆ ନଥିବାରୁ ୧୦ହଜାର ଟଙ୍କାରେ ଶିଶୁ ପୁତ୍ରକୁ ଜଣେ ମହିଳା କିଣିଥିଲେ। ୧୦ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ହେବା…

ଶିଶୁଙ୍କୁ ଦିଆଯିବ ଫାଇଜର ଟିକା: ରଣଦୀପ…

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ୱିତୀୟ ଲହର ଏବେ କମୁଛି। ମାତ୍ର କରୋନାର ତୃତୀୟ ଲହରକୁ ନେଇ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି,…

ଝାରପଡ଼ାରେ ମା’ ଓ ଦୁଇ ଝିଅଙ୍କୁ…

ଭୁବନେଶ୍ବର: ଝାରପଡ଼ା-ସତ୍ୟନଗର ଅଞ୍ଚଳରେ ପୂର୍ବରୁ ଗୋଟିଏ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରୁ ୧୮ ଜଣ କରୋନା ଆକ୍ରାନ୍ତ ହୋଇଥିଲେ। ଗତକାଲି ଏହି ପରିବାରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୧ରେ ପହଞ୍ଚିଛି। ଗତକାଲି ଆକ୍ରାନ୍ତ ହୋଇଥିବା ୩ ଜଣଙ୍କ ମଧ୍ୟରେ ଜଣେ ୩୭ ବର୍ଷର ମହିଳା ଓ ତାଙ୍କର ଦୁଇ ଝିଅ ଅଛନ୍ତି।…