ଶିଶୁପାଳ ହୋଇ ଫେରିଲା ବର: ସପ୍ତମ ଫେରା…
ଉତ୍ତରପ୍ରଦେଶ: ସପ୍ତମ ଫେରା ନେବାକୁ ମନା କଲା କନ୍ୟା। ଫଳରେ ଶିଶୁପାଳ ହୋଇ ଫେରିଲା ବର। ଏଭଳି ଏକ ଅଦ୍ଭୁଦ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ଝାନସୀର ମୁଢାରୀ ଗାଁରେ। ବରଯାତ୍ରୀ ଧରି ବର କନ୍ୟାଘରକୁ ଆସିଥିଲା। ବର-କନିଆ ପରସ୍ପରକୁ ଜୟମାଳା ପିନ୍ଧାଇଥିଲେ। ବର-ବଧୂ ସହ ଫଟୋ ଉଠାଇବା ସହ ଖୁସିରେ…