ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ଓସ ଲାଗି
ପୁରୀ: ମହାସ୍ନାନ ପରେ ଅଣସର ପିଣ୍ଡିରେ ଶ୍ରୀଜିଉଙ୍କ ଜ୍ୱର ଭଲ କରିବା ପାଇଁ ସ୍ବତନ୍ତ୍ର ସେବା କରାଯାଉଛି। ଧିରେ ଧିରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ। ମହାପ୍ରଭୁଙ୍କ ଜ୍ୱର ଭଲ କରିବା ପାଇଁ ପଞ୍ଚମୀ ତିଥିରୁ ଦଇତାପତି ସେବକମାନେ ଫୁଲୁରୀ ତେଲକୁ ମାଲିସ କରୁଛନ୍ତି। ଆଜି ଷଷ୍ଠୀରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ…