ସୁରକ୍ଷାକର୍ମୀଙ୍କ ଗାଡି ଉପରେ ଆତଙ୍କବାଦୀ…
ଶ୍ରୀନଗର: ଶ୍ରୀନଗର ଠାରେ ଆତଙ୍କବାଦୀ ଆକ୍ରମଣ। ବିଏସଏଫର ଏକ ଗାଡି ଉପରେ ଆତଙ୍କାବାଦୀମାନେ ଆକ୍ରମଣ କରିଛନ୍ତି। ଏହାପରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ଫସି ରହିଥିବା କୁହାଯାଇଛି।
ସୂଚନା ମୁତାବକ, ବିଏସଏଫର ଏକ ଗାଡି ମାଲପୋରା ଜିଲ୍ଲାର…