Odisha Link
Bridging the Missing Links in Odisha
Browsing Tag

ଶ୍ରୀମନ୍ଦିର

ଶ୍ରୀମନ୍ଦିର ଖୋଲିବା ନେଇ ଆଜି ବସିବ…

ପୁରୀ: ଅଗଷ୍ଟ ଅନଲକ୍ରେ ରାଜ୍ୟରେ ମନ୍ଦିର ଖୋଲିବା ଲାଗି ଅନୁମତି ମିଳିଛି। ତେବେ ଏହି ନିଷ୍ପତ୍ତି ଜିଲ୍ଲା ପ୍ରଶାସନ ହାତରେ ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମନ୍ଦିର ଖୋଲୁଥିବା ବେଳେ ଶ୍ରୀମନ୍ଦିର ଖୋଲିବା ନେଇ ଆଜି ଆଜି ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯିବ। କେବେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର…

ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୂପା ଛାଉଣି…

ପୁରୀ: ଶ୍ରୀମନ୍ଦିରରେ ଆରମ୍ଭ ହେଲା ରୂପା ଛାଉଣି କାର୍ଯ୍ୟ। ଆଠଟି ଦ୍ୱାରରେ କରାଯିବ ରୂପା ଛାଉଣୀ। ନୀଳାଦ୍ରି ବିଜେ ପୂର୍ବରୁ ବେହରଣ ଦ୍ୱାରର ରୂପା ଛାଉଣି କାର୍ଯ୍ୟ ସାରିବାକୁ ଲକ୍ଷ ରଖାଯାଇଥିବା ବେଳେ ଜୟବିଜୟ ଦ୍ୱାର, ଭୋଗମଣ୍ଡପ, ସାତପାହାଚ ଦ୍ୱାର କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ। କଳାହାଟ ଦ୍ୱାର ଯଦି…

ଜୁଲାଇ ୧୩ରୁ ହେବ ଶ୍ରୀମନ୍ଦିର ଗର୍ଭଗୃହ…

ଭୁବନେଶ୍ୱର: ମହାପ୍ରଭୁଙ୍କ ଘୋଷଯାତ୍ରା ସମୟରେ ଯାଞ୍ଚ କରାଯିବ ଗର୍ଭଗୃହ। ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସଆଇ) ପକ୍ଷରୁ ଶନିବାର ଏନେଇ ସୂଚନା ପ୍ରଦାନ କରାଯାଇଛି। ଏନେଇ ଆଜି ଏଏସଆଇ ସୁପରିଟେଣ୍ଡ ଅରୁଣ ମଲ୍ଲିକଙ୍କ ନେତୃତ୍ୱରେ ୫ଜଣିଆ ଏଏସଆଇ ବିଶେଷଜ୍ଞ ଟିମ୍ ଶ୍ରୀମନ୍ଦିର ଯାଇ ସ୍ଥିତି ଅନୁଧ୍ୟାନ…

ଆଜି ୠକ୍ମିଣୀ ହରଣ ଏକାଦଶୀ,…

ପୁରୀ: ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବିବାହ ମହୋତ୍ସବ। ମା’ଲକ୍ଷ୍ମୀ ଠାକୁରାଣୀ ସାଜିବେ ଦେବୀ ଋକ୍ମିଣୀ। ଶ୍ରୀମଦନମୋହନ ସାଜିବେ ଶ୍ରୀକୃଷ୍ଣ। ଜ୍ୟେଷ୍ଠମାସ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ୠକ୍ମିଣୀ ହରଣ ଏକାଦଶୀ। ଏହି ଅବସରରେ ଠାକୁର-ଠାକୁରାଣୀଙ୍କ ଦେବ…

ଝଲସିବ ଶ୍ରୀମନ୍ଦିର, ଲାଗିବ ଦାମୀ ଥ୍ରିଡି…

ଭୁବନେଶ୍ବର: ରାତିରେ ଝଲସିବ ଶ୍ରୀମନ୍ଦିର। ଅଁଳାବେଢ଼ା ଠାରୁ ଆରମ୍ଭ କରି ମେଘନାଦ ପା‌ଚେରି ପର୍ଯ୍ୟନ୍ତ ଚାରିଆଡ଼େ ଦାମୀ ଥ୍ରିଡି ଲାଇଟ୍‌ ସଂଯୋଗ କରାଯିବ। ଫଳରେ ସନ୍ଧ୍ୟାରେ ଆଲୋକମାଳାରେ ଝଲସିବ ଶ୍ରୀମନ୍ଦିର। ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗ ଏହାର ପୂର୍ଣ୍ଣ ନକ୍ସା ପ୍ରସ୍ତୁତ କରିଥିବା ବେଳେ ଆସନ୍ତା ୧୭…

ଶ୍ରୀମନ୍ଦିର ପଶ୍ଚିମଦ୍ୱାର ଦାନବାକ୍ସରୁ…

ପୁରୀ: ଶ୍ରୀମନ୍ଦିର ପଶ୍ଚିମଦ୍ୱାର ନିକଟରେ ଥିବା ବିଶ୍ୱଶାନ୍ତି ଅଖଣ୍ଡ ହରିନାମ ସଂକୀର୍ତ୍ତନ ମନ୍ଦିରରୁ ଦାନବାକ୍ସ ଲୁଟ୍। ଗତକାଲି ବିଳମ୍ବିତ ରାତିରେ କେହି ମନ୍ଦିରର ଦାନବାକ୍ସ ତାଡି ଚୋରି କରିଥିବା ଅଭିଯୋଗ ହୋଇଛି। ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି ମନ୍ଦିର ପୂଜକ। ଦାନବାକ୍ସରେ କେତେ…

ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ…

ପୁରୀ: ଫେସବୁକରେ ଭାଇରାଲ ହେଉଛି ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଫଟୋ। କୋଲକାତାର ଅରଜିତ ଚନ୍ଦ୍ରା ନାମକ ଜଣେ ବ୍ୟକ୍ତି ନିଜ ଫେସବୁକ ଆକାଉଣ୍ଟରେ ଶ୍ରୀଜିଉଙ୍କ ରତ୍ନ ସିଂହାସନର ଫଟୋ ପୋଷ୍ଟ କରିଛନ୍ତି। ଗତ ନୃସିଂହ ଚତୁର୍ଦ୍ଦଶୀରେ ଏହି ଫଟୋ ଅପଲୋଡ଼ ହୋଇଥିବା…

ବର୍ଷା ଓ ବାତ୍ୟାର ସୂଚନା ଦିଏ…

ପୁରୀ: ଶ୍ରୀମନ୍ଦିରର ନୀଳଚକ୍ରରେ ଧଳା ବାନା ପଛରେ ରହିଛି ଅନେକ ରୋଚକ କଥା। ବର୍ଷା ଓ ବାତ୍ୟାର ସୂଚନା ଦେଇଥାଏ ଶ୍ରୀମନ୍ଦିରର ଧବଳ ବାନା। ଲୋକକଥା ଅଛି ବାନା ଉଡିବ ଧବଳ, ବର୍ଷା ହେବ ପ୍ରବଳ। ଯେତେବେଳେ ବି ଧଳା ରଙ୍ଗର ବାନା ଲାଗେ ସେତେବେଳେ ପ୍ରବଳ ବର୍ଷା ହୋଇଥାଏ ବୋଲି କୁହାଯାଏ।  ଆଜି ମଧ୍ୟ…

ଶ୍ରୀମନ୍ଦିର ସେବାତୟଙ୍କ ପରିବାରକୁ…

ପୁରୀ: କରୋନା ମହାମାରୀ କାରଣରୁ ରାଜ୍ୟରେ ଧାର୍ମିକ ଅନୁଷ୍ଠାନ ବନ୍ଦ ରହିଛି। ପୁରୀ ଶ୍ରୀମନ୍ଦିର ବନ୍ଦ ରହିବାରୁ ସେବାୟତଙ୍କ ପରିବାର ଉପରେ ଏହାର ଗୁରୁତର ପ୍ରଭାବ ପଡିଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ସେବାତୟ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ପ୍ରତି ସେବାୟତ ପରିବାରକୁ ଗୁରୁବାର ୧୦ ହଜାର…

ଶ୍ରୀମନ୍ଦିର ଚନ୍ଦନ ଯାତ୍ରାକୁ ଗ୍ରୀନ…

ପୁରୀ: ଶ୍ରୀମନ୍ଦିର ଚନ୍ଦନ ଯାତ୍ରାକୁ ଗ୍ରୀନ ସିଗନାଲ୍‌। ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା। ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ। ସୀମିତ ସଂଖ୍ୟକ ୫୦ରୁ ୭୦ ସେବାୟତଙ୍କୁ ନେଇ ଯାତ୍ରା କରାଯିବ। ସେବାୟତଙ୍କ…