Odisha Link
Bridging the Missing Links in Odisha
Browsing Tag

ଶ୍ରୀମନ୍ଦିର

ଶ୍ରୀମନ୍ଦିରରେ ଅଘଟଣ: ଭାଙ୍ଗିଲା ନୀଳଚକ୍ର…

ପୁରୀ: ଶ୍ରୀମନ୍ଦିରରେ ଘଟିଛି ଅଘଟଣ। ଆଜି କାଳବୈଶାଖୀ ବର୍ଷା ପବନରେ ଭାଙ୍ଗିପଡ଼ିଛି ନୀଳଚକ୍ର ବାନାର ବାଉଁଶ। କାଳବୈଶାଖୀ ପ୍ରଭାବରେ ପବନ କାରଣରୁ ଏହି ବାନା ବାଉଁଶ ଭାଙ୍ଗିପଡ଼ିଛି। ତେବେ ନୀଳଚକ୍ର ବାନାର ବାଉଁଶ ଭାଙ୍ଗିଥିଲେ ମଧ୍ୟ ନୀତିକାନ୍ତିରେ କୌଣସି ପ୍ରଭାବ ପଡ଼ିନଥିବା ନେଇ ସେବାୟତ ସୂଚନା…

ବଡ଼ଚଣା ଆଇଆଇସି ନିଲମ୍ବିତ

ଭୁବନେଶ୍ବର: ଲକ୍‌ଡାଉନ୍‌ ସମୟରେ ଆଇନ୍‌ ଭାଙ୍ଗି ସପରିବାର ଶ୍ରୀମନ୍ଦିର ଯିବା ପୁଲିସ୍‌ ବାବୁଙ୍କୁ ପଡ଼ିଲା ମହଙ୍ଗା। ଯାଜପୁର ବଡଚଣା ଥାନା ଅଧିକାରୀଙ୍କୁ ନିଲମ୍ବିତ କରିଛନ୍ତି ପୋଲିସ୍‌ ଡିଜି। ଏନେଇ ପୁଲିସ୍ ଡିଜିଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ ଯୋଗେ ସୂଚନା ଦିଆଯାଇଛି। ଲକଡାଉନ ନିୟମ ଭାଙ୍ଗିବା…

ବଡ଼ଚଣାରୁ ବଡ଼ଦେଉଳ: ଆଇନ ଭାଙ୍ଗି ସପରିବାର…

ପୁରୀ: ମନ୍ଦିର ଯିବା ଦୂରର କଥା, ସାଧାରଣ ଲୋକଟିଏ ବିନା କାରଣରେ ମୁଖ୍ୟ ରାସ୍ତାକୁ ବାହାରିଲେ ପୁଲିସ କାର୍ଯ୍ୟାନୁଷ୍ଠାନର ଶିକାର ହେଉଛି, ହେବା କଥା ବି। କିନ୍ତୁ ସେଇ ପୁଲିସ ବାବୁ ଆଇନ ଆଖିରେ ଆଙ୍ଗୁଠି ଗେଞ୍ଜି ୧୧୬ କିଲୋମିଟର ବାଟ ଟପି ନିଜ ପରିବାରକୁ ଏ ଅବେଳରେ ଜଗନ୍ନାଥ ଦର୍ଶନ କରାଇବାର ଅପଚେଷ୍ଟା…

ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ୫ହଜାର…

ପୁରୀ: ଶ୍ରୀମନ୍ଦିରର ସେବାୟତଙ୍କୁ ମିଳିବ ସହାୟତା। ଶ୍ରୀମନ୍ଦିରର ପ୍ରତି ସେବାୟତ ପରିବାରକୁ ମିଳିବ ୫ ହଜାର ଟଙ୍କାର ସହାୟତା। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କ ପରିବାରକୁ ସହାୟତା ନେଇ ଶ୍ରୀମନ୍ଦିର ନୀତି ପ୍ରଶାସକ ଜିତେନ୍ଦ୍ର ସାହୁ ସୂଚନା ଦେଇଛନ୍ତି। ସେବାୟତଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ…