ସଂସଦରେ ଅଚଳାବସ୍ଥା ଜାରି: କଳା ପୋଷାକ…
ଓଏଲ୍ ବ୍ୟୁରୋ: ମଣିପୁର ପ୍ରସଙ୍ଗରେ ସଂସଦର ମୌସୁମୀ ଅଧିବେଶନ ଉଠୁଛି ପଡ଼ୁଛି। ସଂସଦରେ ଅଚଳାବସ୍ଥା ଜାରି ରହିଥିବା ବେଳେ କେନ୍ଦ୍ର ସରକାରଙ୍କୁ ବିରୋଧୀଙ୍କ କଡ଼ା ଟାର୍ଗେଟ। ଏସବୁ ମଧ୍ୟରେ କଂଗ୍ରେସ ଏବଂ ଆପ୍ ଦଳ ପକ୍ଷରୁ ସମସ୍ତ ସାଂସଦଙ୍କୁ ହ୍ବିପ୍ ଜାରି କରାଯାଇଛି। ଅନ୍ୟପଟେ ବିରୋଧୀଙ୍କ ଇ-ଣ୍ଡି-ଆ…