ଅମାନିଆ ହେଲେ ଲକ୍ଡାଉନ ଓ ସଟଡାଉନ!
ଭୁବନେଶ୍ବର: ଅମାନିଆ ହେଲେ ହୋଇପାରେ ଲକ୍ଡାଉନ ଓ ସଟଡାଉନ। ଅମାନିଆଙ୍କୁ ଏଭଳି ଚେତାବନୀ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର।
ସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ଯେଉଁଠି ଲୋକ ଅମାନିଆ ହେବେ କିମ୍ବା ଭିଡ ହେବ ସେଠାରେ କଡା ପଦକ୍ଷେପ ନିଆଯାଇପାରେ। ସେଭଳି ଜାଗାରେ ଲକ୍ଡାଉନ ଓ…