Odisha Link
Bridging the Missing Links in Odisha
Browsing Tag

ସନାତନ ବିଶି

ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସନାତନ…

ସମ୍ବଲପୁର: ପରଲୋକରେ ରାଜ୍ୟର ପୂର୍ବତନ ସ୍ବାସ୍ଥ୍ୟବନ୍ତ୍ରୀ ସନାତନ ବିଶି। ଆଜି ସକାଳେ ସମ୍ବଲପୁରର ହୀରାକୁଦ କଲୋନୀ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା। କିଛିଦିନ ହେଲା ସେ ବିଭିନ୍ନ ପ୍ରକାର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସନାତନ…