ପାଠ ନବମ, ସାଇବର୍ ଠକାମୀରେ ଡକ୍ଟରେଟ୍
ଝାରସୁଗୁଡ଼ା: ସୁନୀଲ ରାଉତରାୟ, ବୟସ ୩୩ ବର୍ଷ। ଘର ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅନ୍ତର୍ଗତ ସୋରଡ଼ା ଗ୍ରାମରେ। ସୁନୀଲ ମାତ୍ର ନବମ ଯାଏଁ ପାଠ ପଢ଼ିଛି। କିନ୍ତୁ ସୋସିଆଲ୍ ମିଡିଆରେ ଲୋକଙ୍କୁ ଚିତା କାଟିବାରେ ସତେ ଯେମିତି ସେ ପିଏଚ୍ଡି କରିଛି। ଲୋକଙ୍କୁ ଠକି ଲକ୍ଷ ଲକ୍ଷ ଟଙ୍କା ଆୟ କରିଥିବା ଏ ଠକକୁ…