ଶେହନାଜ୍ଙ୍କୁ ପରାମର୍ଶ ଦେଲେ…
ମୁମ୍ବାଇ: ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଘଟଣାରେ ତାଙ୍କ ଫ୍ୟାନ୍ସମାନେ ଭାଙ୍ଗି ପଡିଛନ୍ତି। ତେବେ ଏହି ଘଟଣାରେ ଯେଉଁ ଦୁଇଜଣଙ୍କୁ ଅଧିକ ପ୍ରଭାବିତ କରିଛି ସେମାନେ ହେଲେ ସିଦ୍ଧାର୍ଥଙ୍କ ମାଁ ରିତା ଶୁକ୍ଳା ଆଉ ଶେହନାଜ ଗିଲ। ସିଦ୍ଧାର୍ଥଙ୍କ ମୃତ୍ୟୁକୁ ଏପର୍ଯ୍ୟନ୍ତ ଗ୍ରହଣ କରିପାରି ନାହାନ୍ତି…