ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ ରୋକିବା…
ନୂଆଦିଲ୍ଲୀ: ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାମ ରୋକିବା ନେଇ ହୋଇଥିବା ଆବେଦନକୁ ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। କରୋନା ପାଇଁ ଦିଲ୍ଲୀ ଲକଡାଉନ ରହିଥିବା ବେଳେ ଏହି ପ୍ରକଳ୍ପ କାମ କିନ୍ତୁ ଚାଲୁ ରହିଥିଲା। ଯାହାକୁ ବିରୋଧ କରି ଅନ୍ୟ ମଲହୋତ୍ରା ଏବଂ ସୋହିଲ ହାସମି ପିଆଇଏଲ ଦାଖଲ କରିଥିଲେ।…