ଟିକସ ଫାଙ୍କିବା ଅଭିଯୋଗ ଉପରେ ସୋନୁ ସୁଦ…
ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦଙ୍କ ଉପରେ ଆୟକର ବିଭାଗ ୨୦ କୋଟିର ଟ୍ୟାକ୍ସ ଚୋରି କରିଥିବା ଅଭିଯୋଗ ଲଗାଇଛି। ଏଭଳି ଅଭିଯୋଗ ପରେ ସୋନୁ ସୁଦ ଆଜି ତାଙ୍କର ପ୍ରଥମ ପୋଷ୍ଟ କରିଛନ୍ତି। ସୋନୁ କହିଛନ୍ତି, “ଆପଣଙ୍କୁ ସବୁବେଳେ ଆପଣଙ୍କ ଅଂଶର ସତ୍ୟ କହିବା ଆବଶ୍ୟକ ପଡେନାହିଁ। ସମୟ ସବୁକିଛି କହିଥାଏ।”…