ସ୍ତ୍ରୀ ଗାଧୋଉ ନଥିବାରୁ ଛାଡ଼ପତ୍ର ମାଗିଲେ…
ଅଲିଗଡ଼: ସ୍ତ୍ରୀ ଗାଧୋଉନ ଥିବାରୁ ଛାଡ଼ପତ୍ର ମାଗିଲେ ସ୍ବାମୀ। ଜଣେ ମୁସଲିମ୍ ଯୁବକ ନିଜ ସ୍ତ୍ରୀକୁ ଛାଡ଼ପତ୍ର ଦେବା ପାଇଁ ମହିଳା ସୁରକ୍ଷା ସେଲ୍ ପାଖରେ ଏପରି କିଛି କାରଣ ରଖିଛନ୍ତି। ଏହା ଶୁଣି ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ। ଏଭଳି ଖବର ସାମନାକୁ ଆସିଛି ଅଲୀଗଡ଼ରରୁ।
ଏଠାରେ ରହୁଥିବା ଜଣେ ଯୁବକ…