କ୍ରୀଡ଼ା ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ… ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଲା ପ୍ରଥମ ସ୍ୱର୍ଣ୍ଣ। ଅଲିମ୍ପିକ୍ସରେ ଇତିହାସ ଲେଖିଲେ ନୀରଜ ଚୋପ୍ରା। ଜାଭଲିନ୍ ଥ୍ରୋରେ ଜିତିଲେ ପ୍ରଥମ ସ୍ୱର୍ଣ୍ଣ ପଦକ।