ପାରିବାରିକ କଳହରୁ ସ୍ୱାମୀର ଗୁପ୍ତାଙ୍ଗ…
ଆରଡି: ପାରିବାରିକ କଳହରୁ ସ୍ୱାମୀର ଗୁପ୍ତାଙ୍ଗ କାଟିଦେଲା ସ୍ତ୍ରୀ। ଏଭଳି ଏକ ଅଭାବନୀୟ ଘଟଣା ଚାନ୍ଦବାଲି ବାଘନଟି ଗାଁର ଓରାସାହିରେ ଦେଖିବାକୁ ମିଳିଛି। ଘରୋଇ କଳହକୁ ନେଇ ସ୍ୱାମୀର ଗୁପ୍ତାଙ୍ଗକୁ ଦା’ରେ କାଟିଦେଲା ସ୍ତ୍ରୀ। ସ୍ୱାମୀର ଠେଙ୍ଗା ମାଡ଼ରେ ମଧ୍ୟ ସ୍ତ୍ରୀ ଗୁରୁତର ଆହତ ହୋଇଛି। ଉଭୟଙ୍କୁ…