ହାଇକୋର୍ଟରେ ଅନୁଭବ ମହାନ୍ତିଙ୍କ ଆବେଦନର…
କଟକ: ବର୍ଷା ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ପାରିବାରିକ ବିବାଦ ସୃଷ୍ଟି ହୋଇଥିବାବେଳେ ଏନେଇ ଅଦାଲତରେ ମାମଲା ହୋଇଛି। ତେବେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ହାଇକୋର୍ଟ ଅନୁଭବ ମହାନ୍ତିଙ୍କ ମାମଲାର ଅନ୍ତ କରିଛନ୍ତି। ବିବାହ ବିଚ୍ଛେଦର ତ୍ୱରିତ ଶୁଣାଣୀ ପାଇଁ ଅନୁଭବ ହାଇକୋର୍ଟରେ ଆବେଦନ କରିଥିଲେ।…