ପାକିସ୍ତାନ ଟିଭି ଚାନେଲ୍ ହାକ୍: ପରଦାରେ…
ଓଏଲ୍ ବ୍ୟୁରୋ: ଚଳିତ ମାସରେ ଭାରତ ଓ ପାକିସ୍ତାନ ଉଭୟ ଦେଶର ସ୍ବାଧୀନତା ଦିବସ ପଡ଼ୁଥିବା ବେଳେ ଆଜି ପାକିସ୍ତାନର ପ୍ରସିଦ୍ଧ ଖବର ସଂସ୍ଥା 'ଡନ୍'ର ଟିଭି ଚାନେଲ୍ ହ୍ୟାକ୍ ହୋଇଛି। ଚାନେଲ୍ ହାକ୍ ହେବା ପରେ ଏଥିରେ ଭାରତର ଜାତୀୟ ପତାକା ଦେଖିବାକୁ ମିଳିଛି। ଏହା ଉପରେ 'ହାପ୍ପୀ ଇଣ୍ଡିପେଣ୍ଡେନ୍ସ ଡେ'…