କଂଗ୍ରେସ, ବିଜେପି ଓ ବାମ ଦଳର ନିନ୍ଦା:…
ବ୍ୟୁରୋ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମ୍ସିର ବିପୁଳ ବିଜୟ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଦେଖିବାକୁ ମିଳିଛି। ଏପରିକି କେତେକ ଦୁର୍ବୃତ୍ତ ବିଜେପି କାର୍ଯ୍ୟାଳୟ ଭାଙ୍ଗିଦେଇଥିବା ଖବର ଆସିଛି। ମିଳିଥିବା ସୂଚନା ଅନୁସାରେ ମେ ୨ ପରଠାରୁ ଏଯାବତ୍ ୧୪ ଜଣ ଏହି ହିଂସାରେ…