କରୋନାକୁ ମାତ୍ ଦେଲେ ୧୦୫ ବର୍ଷୀୟ…
ସୁରତ: ଦେଶରେ କରୋନାର ଦ୍ବିତୀୟ ଲହର ମୃତ୍ୟୁର ତାଣ୍ଡବ ରଚୁଥିବା ବେଳେ ସୁରତର ଜଣେ ୧୦୫ ବର୍ଷୀୟା ବୃଦ୍ଧା କରୋନାକୁ ମାତ୍ ଦେଇଥଇବା ବେଳେ ତାହା ଏବେ ଅନ୍ୟମାନଙ୍କୁ ସାହସ ଯୋଗାଉଛି। ଉଜୀବାଙ୍କ ଦୃଢ଼ ମନୋବଳ ପାଇଁ ସେ କରୋନାକୁ ହରାଇ ଦେଇଛନ୍ତି।
ପ୍ରଚଣ୍ଡ ଖରା, ବର୍ଷାରେ ଅନେକ ବର୍ଷ ଧରି ଏକା ଚାଷ…