ପୁରୁଣା କାର୍ ଚଳାଇଲେ ଗଣିବେ ୧୦ ହଜାର…
ନୂଆଦିଲ୍ଲୀ: ପୁରୁଣା କାର୍ ଚଳାଇଲେ ଦେବାକୁ ପଡ଼ିବ ୧୦ ହଜାର ଫାଇନ୍। ଯଦି ଆପଣଙ୍କ ପାଖରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ କାର କିମ୍ବା ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ କାର ରହିଛି ତେବେ ତୁରନ୍ତ ଏହାକୁ ବିକ୍ରି କରି ଦିଅନ୍ତୁ। ଏହି ପୁରୁଣା କାର୍କୁ ରାସ୍ତାରେ ଚଳାଇଲେ ୧୦ ହଜାର ଟଙ୍କାର ଫାଇନ…