ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୧୮ ମୃତ
ବାରବାଙ୍କୀ: ଉତ୍ତର ପ୍ରଦେଶର ବାରବାଙ୍କୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଦୁର୍ଘଟଣାରେ ଚାଲିଯାଇଛି ୧୮ ଶ୍ରମିକଙ୍କ ଜୀବନ। ଗତକାଲି ବିଳମ୍ବିତ ରାତିରେ ଲକ୍ଷ୍ନୌ-ଅଯୋଧ୍ୟା ଜାତୀୟ ରାଜପଥର ସଡ଼କ ପାଶ୍ୱର୍ରେ ଏକ ବସ୍ ଛିଡ଼ା ହୋଇଥିବା ବେଳେ ପଛରୁ ଆସି ଏକ ଟ୍ରକ୍ ପିଟି ହୋଇଥିଲା। ଦୁର୍ଘଟଣା ଏତେ ଭୟାବହ ଥିଲା…