କରୋନା ସନ୍ଦେହରେ ପୁଣି ଜଣେ ଏସ୍ସିବିରେ…
କଟକ: କରୋନା ସନ୍ଦେହରେ ପୁଣି ଜଣେ ଗତକାଲି ବିଳମ୍ବିତ ରାତିରେ ଏସ୍ସିବିରେ ଭର୍ତ୍ତି ହୋଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଜଗତସିଂହପୁର ଜିଲ୍ଲାର ବୋଲି ଜଣାପଡିଛି। ସେ ହଂକଂରେ ଏକ କମ୍ପାନୀରେ କାମ କରୁଥିଲେ। କୌଣସି କାର୍ଯ୍ୟରେ ଚୀନ୍ ଯାଇ ଜାନୁଆରୀ ୨୪ରେ ଘରକୁ ଫେରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ଏବଂ ପରିବାର…