୪ର୍ଥ ପେନ୍ ଇନ୍ ବୁକ୍ସ ଯୁବ ଲେଖକ…
ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି ୪ର୍ଥ ଯୁବ ଲେଖକ ପୁରସ୍କାର ସମାରୋହ। ରବିବାର ପୂର୍ବାହ୍ଣରେ ସ୍ଥାନୀୟ ହୋଟେଲେ ପାର୍କ ପ୍ରିମିୟମ ପରିସରରେ ଆୟୋଜିତ ଏହି ସମାରୋହରେ ବିଗତ ବର୍ଷମାନଙ୍କ ଭଳି ୧୦ ଜଣ ଯୁବ ଲେଖକଙ୍କୁ ସମ୍ମାନିତ କରାଯାଇଛି।
ଏହି…