ଏପ୍ରିଲ ୨୯ରୁ ମାଟ୍ରିକ୍ ପରୀକ୍ଷା:…
ଓଏଲ୍ ବ୍ୟୁରୋ: ରାଜ୍ୟରେ ଏପ୍ରିଲ୍ ୨୯ ତାରିଖରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ମେ'୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା। ଏଥିପାଇଁ ମାଧ୍ୟମିକ ପରିଷଦ କରୁଛି ଜୋରଦାର ପ୍ରସ୍ତୁତି। ଏସବୁ ମଧ୍ୟରେ ବୋର୍ଡ ପରୀକ୍ଷା ନେଇ ବିସ୍ତୃତ ସୂଚନା ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ।
ସାମ୍ବାଦିକ ସମ୍ମିଳନୀରେ…