ଚାହା ପିଇ ୧୫ ଗୁରୁତର
ଜଳେଶ୍ବର : ଚା’ ପିଇ ୧୫ ଜଣ ଲୋକ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ରଣସିଂହ ଗ୍ରାମରେ। ସୂଜନା ମୁତାବକ, ଚାହା ପ୍ରସ୍ତୁତ ବେଳେ ଅଜାଣତରେ ଚାହା ପତି ବଦଳରେ କୀଟନାଶକ ପଡ଼ିଯାଇଥିଲା ଏବଯ ସେହି ଏହି ବିଷାକ୍ତ ଚାହା ପିଇ ୧୫ ଜଣ ଗୁରୁତର ହୋଇ ପଡିଛନ୍ତି। ସେମାନଙ୍କ ମଧ୍ୟରୁ ୧୧ଜଣଙ୍କ…