Odisha Link
Bridging the Missing Links in Odisha
Browsing Tag

15 injured

ବସ୍‌ ଓ ଟ୍ରକ୍ ମୁହାଁମୁହିଁ, ୧୫ ଆହତ

ବୌଦ୍ଧ: ବସ୍‌ ଓ ଟ୍ରକ୍ ମୁହାଁମୁହିଁ। ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ୫୭ ନମ୍ବର ଜାତୀୟ ରାଜପଥର ଖଜୁରୀପଡା ନିକଟରେ ଘଟିଛି ଏହି ସଡ଼କ ଦୁର୍ଘଟଣା। ଯାତ୍ରୀବାହୀ ବସ୍‌ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଫଳରେ ବସରେ ଥିବା ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା…

ଓଲଟିଲା ଯାତ୍ରୀବାହୀ ବସ୍, ୧୫ ଆହତ

କେନ୍ଦୁଝର: ଓଲଟିଲା ଯାତ୍ରୀବାହୀ ବସ୍। ଏନଏଚ-୨୦ କାଳିପ୍ରସାଦ ନିକଟରେ ଏକ ଘରୋଇ ବସ୍ ଓଲଟି ଦୁର୍ଘଟଣା ଗସ୍ତ ହୋଇଛି। ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଥିବା ଜଣାପଡିଛି। ଯୋଡାରୁ ଯାତ୍ରୀଙ୍କୁ ନେଇ ଚମ୍ପୁଆ ଅଭିମୁଖେ ଆସୁଥିଲା ସମୟରେ ଏନଏଚ-୨୦ କାଳିପ୍ରସାଦ ନିକଟରେ ବସ୍ ଓଲଟି ପଡିଥିଲା। ବସ୍‌ଟିର ନାମ…

ଓଲଟିଲା ଅଟୋ ୨ମୃତ, ୧୫ ଆହତ

ଉମରକୋଟ: ଉମରକୋଟ ଚନ୍ଦାହାଣ୍ଡି ଘାଟି ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଅଟୋ ଓଲଟି ୨ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୩ରୁ ୪ ଜଣ ଶିଶୁ ଥିବା ଜଣାଯାଇଛି। ଅଟୋର ସବୁ ଯାତ୍ରୀ ଏକ ଦଶାହ କାର୍ଯ୍ୟରେ ଯୋଗଦେବାକୁ ଯାଉଥିଲେ। ଚନ୍ଦାହାଣ୍ଡି…