Odisha Link
Bridging the Missing Links in Odisha
Browsing Tag

19 day bady

ରାଜଧାନୀରେ ଛୁଆ ବିକ୍ରି!

ଭୁବନେଶ୍ବର: ରାଜଧାନୀରେ ଛୁଆ ବିକ୍ରି ନେଇ ଅଭିଯୋଗ। ଖଣ୍ଡଗିରି ଥାନା ଅଞ୍ଚଳରେ ୧୯ ଦିନର ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି କରିଥିବା ଅଭିଯୋଗ ଆସିଛି। ଜଣେ ଶ୍ରମିକ ଶ୍ରେଣୀର ଦମ୍ପତି ନିଜ ଶିଶୁ ପୁତ୍ରକୁ ୧୦ ହଜାର ଟଙ୍କାରେ ବିକ୍ରି ନେଇ ଅଭିଯୋଗ ହୋଇଛି। ସିଡ୍ବବ୍ଲୁସି ଠାରୁ ଏନେଇ ଖବର ପାଇ…