ରାଜ୍ୟର ୧୯ ନଦୀର ଜଳ ପ୍ରଦୂଷିତ
ଭୁବନେଶ୍ବର: ରାଜ୍ୟର ୧୯ଟି ନଦୀର ଜଳ ପ୍ରଦୂଷି। ଆଜି ଲୋକସଭାରେ ସାଂସଦ ଜୁଏଲ ଓରାମଙ୍କ ପ୍ରଶ୍ନରେ ଏହି ଉତ୍ତର ରଖିଛନ୍ତି କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ରତନ ଲାଲ୍ କଟାରିଆ।
କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ରିପୋର୍ଟକୁ ଆଧାର କରି କେନ୍ଦ୍ର ମନ୍ତ୍ରୀ ଶ୍ରୀ କଟାରିଆଙ୍କ ଜଣାଇଛନ୍ତି ଗଙ୍ଗୁଆ,…