ପ୍ରଥମ ପର୍ଯ୍ୟାୟ ଟିକାକରଣ: ଶେଷ ଦିନରେ…
ଭୁବନେଶ୍ୱର: ଆଜି ଶେଷ ହେବ ପ୍ରଥମ ପର୍ଯ୍ୟାୟ ଟିକାକରଣ ପକ୍ରିୟା। ଶେଷ ଦିନରେ ୫୦୦ ସ୍ୱାସ୍ଥ୍ୟକର୍ମୀ ଟିକା ନେବେ ବୋଲି ସୂଚନା ମିଳିଛି। ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ଭୁବନେଶ୍ୱରର ୪ଟି କେନ୍ଦ୍ରରେ ଟିକା ଦିଆଯିବ। କ୍ୟାପିଟାଲ ହସ୍ପିଟାଲ, ଏମସ, ସମ୍ ହସ୍ପିଟାଲ ଓ କେୟାର ହସ୍ପିଟାଲରେ ଏଥିପାଇଁ ବ୍ୟବସ୍ଥା…