ଯୁକ୍ତ ଦୁଇ କଳା ଫଳ: କେମିତି ଜାଣିବେ…
ଭୁବନେଶ୍ବର: ଆସନ୍ତା ଶନିବାର ଦିନ ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ। ଏନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇ କହିଛନ୍ତି ଯେ, ଅପରାହ୍ନ ୪ଟାରେ ସିଏଚ୍ଏସି କାର୍ଯ୍ୟାଳୟରେ ଯୁକ୍ତ୨ କଳା ଓ ଧନ୍ଦାମୂଳକ ବିଭାଗ ପରୀକ୍ଷା ଫଳ ପ୍ରକାଶ ପାଇବ।
ଯୁକ୍ତ…