Odisha Link
Bridging the Missing Links in Odisha
Browsing Tag

2 days

ଆଜିଠୁ ଦୁଇଦିନ ବ୍ୟାଙ୍କ୍‌ ଧର୍ମଘଟ

ଭୁବନେଶ୍ବର: ଆଜି ଠାରୁ ଦୁଇଦିନିଆ ବ୍ୟାଙ୍କ ଧର୍ମଘଟ। ବ୍ୟାଙ୍କ ଘରୋଇକରଣକୁ ବିରୋଧ କରି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ୍ (ୟୁବିଏଫ୍‌ୟୁ) ଏହି ଧର୍ମଘଟ ଡାକରା ଦେଇଛି। ନଅଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ ଏହି ଧର୍ମଘଟକୁ ସମର୍ଥନ କରୁଛନ୍ତି। ବ୍ୟାଙ୍କଗୁଡ଼ିକ ଗତ ଶନିବାର ଠାରୁ ଛୁଟି…

ନୟାଗଡ଼ ସହରରେ ୨ ଦିନିଆ ସଟ୍‌ଡାଉନ୍

ନୟାଗଡ଼: ଆସନ୍ତା ୨ ଦିନ ଯାଏଁ ନୟାଗଡ଼ ସହରରେ ସଟ୍‌ଡାଉନ୍‌ ଘୋଷଣା। ୨ ଦିନିଆ ସଟ୍‌ଡାଉନ୍‌ ଘୋଷଣା କଲେ ନୟାଗଡ଼ ଜିଲ୍ଲାପାଳ। ମହାମାରୀ କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା ସୋମବାର ଓ ମଙ୍ଗଳବାର ନୟାଗଡ଼ ସହରକୁ ସଟ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ଦୁଇ ଦିନ ସାରା…

ଆସନ୍ତା ୨ ଦିନ ଯାଏ ରାଜ୍ୟରେ ବର୍ଷା…

ଭୁବନେଶ୍ବର: ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ। ଉପକୂଳ ଆନ୍ଧ୍ରପ୍ରଦେଶ ଓ ଉତ୍ତରରେ ଏକ ଘୂର୍ଣ୍ଣିବଳୟ ପ୍ରବାହ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନ ଠାରୁ ୨.୧ କିଲୋମିଟର ଉଚ୍ଚତାରେ ତାମିଲନାଡୁ ଉପକୂଳ ପର୍ଯ୍ୟନ୍ତ ବିସ୍ତାରିତ ହୋଇ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆସନ୍ତା ଅଗଷ୍ଟ…

ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ…

ଭୁବନେଶ୍ୱର: ପଶ୍ଚିମବଙ୍ଗ ଏବଂ ଏହାର ପଡ଼ୋଶୀ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଏକ ଘର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨ ଦିନ ଯାଏ ରାଜ୍ୟର ପ୍ରାୟ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଜାରି…

ନବରଙ୍ଗପୁରରେ ୨ ଦିନିଆ ସଟ୍‌ଡାଉନ

ନବରଙ୍ଗପୁର: ନବରଙ୍ଗପୁର ଜିଲାକୁ ୨ଦିନ ପାଇଁ ସଟ୍‌ଡାଉନ ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆସନ୍ତା ୨୫ ତାରିଖ ଓ ୨୬ ତାରିଖରେ ନବରଙ୍ଗପୁର ଜିଲ୍ଲା ସଟ୍‌ଡାଉନ ରହିବ। ନବରଙ୍ଗପୁର କୋରନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ଜିଲ୍ଲାପାଳ। ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ…

ରାଜ୍ୟରେ ଆସନ୍ତା ଦୁଇ ଦିନ ଯାଏଁ ଘନ…

ଭୁବନେଶ୍ବର : ଆସନ୍ତା ଦୁଇ ଦିନ ଧରି ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ଲାଗି ରହିବ। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଭଦ୍ରକ, ଯାଜପୁର, କନ୍ଧମାଳ, ସୋନପୁର, ବଲାଙ୍ଗୀର ଓ କଳାହାଣ୍ଡି ଜିଲ୍ଲାରେ ଘନ କୁହୁଡ଼ି ଦେଖାଯିବ। କୁହୁଡ଼ି ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ…

ଆଜିଠୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ

ବଲାଙ୍ଗିର: ବିଭିନ୍ନ ଦାବିକୁ ନେଇ ଵଲାଙ୍ଗିର ଆକ୍ସନ କମିଟି ଆଜି ଓ ଆସନ୍ତାକାଲି ଦୁଇଦିନ ଧରି ବଲାଙ୍ଗିର ବନ୍ଦ ଡାକରା ଦେଇଛି। ଫଳରେ ଆଜି ସକାଳୁ ଆନ୍ଦୋଳନକାରୀମାନେ ପିକେଟିଂ ଆରମ୍ଭ କରି ଦେଇଛନ୍ତି। ତେବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଫିସ , ବୀମା ଓ ବ୍ୟାଙ୍କ ବନ୍ଦ କରିବା ପାଇଁ ଆକ୍ସନ କମିଟି…