ଏପ୍ରିଲ ୨୮ରୁ +୨ ପରୀକ୍ଷା: ଏଥର କେମିତି…
ଓଏଲ୍ ବ୍ୟୁରୋ: ଏପ୍ରିଲ ୨୮ରୁ ଆରମ୍ଭ ହେବ ଯୁକ୍ତ ୨ ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଧନ୍ଦାମୂଳକ ବିଷୟରେ ମୋଟ ୩ ଲକ୍ଷ ୨୦ ହଜାର ପିଲା ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେବେ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ପରିଷଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ବର୍ତ୍ତମାନ ଯେଉଊଁ ପ୍ରକାର…