ଲ୍ୟାଣ୍ଡମାଇନ ବିସ୍ଫୋରଣ, ଦୁଇ ଜଣ ଗୁରୁତର
ରାୟପୁର: ଲ୍ୟାଣ୍ଡମାଇନ ବିସ୍ଫୋରଣ ଦୁଇ ଜଣ ଆହାତ ହୋଇଛନ୍ତି। ଏହି ବିସ୍ଫୋରଣଟି ଛତିଶଗଡ଼ ବିଜାପୁର ଜିଲ୍ଲା ବାସାଗୁଡ଼ା ଥାନା ଠାରୁ ୨ କିଲୋମିଟର ଦୂର ରାଜକୋଟ ପାଖରେହୋଇଛି। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲମାନେ ଲ୍ୟାଣ୍ଡମାଇନ ବିଛାଇଥିବା ସନ୍ଦେହ କରାଯାଉଛି।
ସୂଚନା ଅନୁସାରେ ଡ୍ରାଇଭର ଓ ଅନ୍ୟ…