ଯୁକ୍ତ ୨ ଦ୍ୱିତୀୟ କଟଅଫ୍ ମାର୍କ ତାଲିକା…
ଭୁବନେଶ୍ୱର: ଯୁକ୍ତ ୨ ଆଡମିଶନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟଅଫ ମାର୍କ ତାଲିକା ପ୍ରକାଶ ପାଇଛି । କଳାରେ ବିଜେବି, ବିଜ୍ଞାନରେ ରେଭେନ୍ସା ଓ ବାଣିଜ୍ୟରେ ବ୍ୟାସନଗର ଉଚ୍ଚ ମାଧ୍ୟମିକ ସ୍କୁଲ ପ୍ରଥମରେ ରହିଛି ।
କଳାରେ ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୭୦ ପ୍ରତିଶତ କଟଅଫ ସହ ଶୀର୍ଷରେ ରହିଛି । ସେହିପରି…